ଛତ୍ରଭଙ୍ଗ
ଛତ୍ରଭଙ୍ଗ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛତ୍ରର ଭଙ୍ଗ; ଛତ୍ର=ରାଜଚିହ୍ନ)
ସମ୍ପାଦନା- ୧. ରାଜାଙ୍କର ରାଜ୍ୟନାଶ — ୧. Loss of one's kingdom.
- ୨. ରଜାଙ୍କ ସିଂହାସନଚ୍ୟୁତି —୨. Deposition of a king.
- ୩. ଅରାଜକତା —୩. Anarchy.
- ୪. ଗୋଳମାଳ —୪. Disorder.
- ୫. ରଣଭଙ୍ଗ; ଯୁଦ୍ଧରେ ସୈନ୍ୟମାନେ ପରାସ୍ତ ହୋଇ ଯୁଦ୍ଧଭୂମି ଓ ଆପଣାର ଦଳ ଛାଡ଼ି ପଳାଇବା — ୫. A rout.
- ୬. ବୈଧବ୍ୟ —୬. Widowhood.
- ୭. ସ୍ୱାତନ୍ତ୍ର୍ୟ —୭. Individuality.