ଛତ୍ରଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛତ୍ରଧାର, ଛତ୍ରଧାରୀ,} ଅନ୍ୟରୂପ

ସଂସ୍କୃତ - ବିଶେଷଣ -(ଛତ୍ର+ଧୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ଯେ ଛତା ଧରି ଥାଏ — ୧. Holding an umbrella.
୨. ଯେ ରାଜାଙ୍କ ମୁଣ୍ଡ ଉପରେ ଛତା ଧରେ —୨. Holding an umbrella over the head of a king.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ରାଜା; ସମ୍ରାଟ — ୧. An emperor; a sovereign.


୨. ରାଜାଙ୍କ ମୁଣ୍ଡ ଉପରେ ଛତା ଟେକିବା ଭୃତ୍ୟ — ୨. A retainer whose duty is to hold the umbrella over the head of a king.