ଛତ୍ରଦଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ଦ୍ୱନ୍ଦ କିମ୍ୱା ରୂପକ କର୍ମଧାରୟ—ପ୍ରକୃତିବାଦ) ରାଜଚିହ୍ନସୂଚକ ଛତା ଓ ଠେଙ୍ଗା; ରାଜଚ୍ଛତ୍ର ଓ ରାଜଦଣ୍ଡ; ଦଣ୍ଡଛତ୍ର —୧. The umbrella and the sceptre; the two insignia or emblems of royalty.
୨. (୬ଷ୍ଠୀ ତତ୍) ଛତାର ବେଣ୍ଟ —୨. The handle or supporting rod of an umbrella.