ଛତିଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ତୁଳ. ସଂସ୍କୃତ - ଛିତ୍ୱର=ଧୂର୍ତ୍ତ) ସମ୍ପାଦନା

୧. ଜାରଜ; ଅଜ୍ଞାତପିତୃକ; ବହୁପିତୃକ — ୧. Illegitimate; bastered; of unknown parentage; one whose father can not be fixed upon; born of a whore.
୨. ଦୁଷ୍ଟ; ଖେଚେଡ଼ା; ଖବିସା — ୨. Wicked; wanton.
୩. ଚତୁର; ଧୂର୍ତ୍ତ; ଛଳପୂର୍ଣ୍ଣ — ୩. Cunning; artful.
୪. ଛତିଶ ସଂଖ୍ୟା ବା ପରିମାଣଦ୍ୱାରା ପରିମିତ — ୪. Measured by a standard of ୩୬.