ଛତିଶା
ଛତିଶା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ତୁଳ. ସଂସ୍କୃତ - ଛିତ୍ୱର=ଧୂର୍ତ୍ତ)
ସମ୍ପାଦନା- ୧. ଜାରଜ; ଅଜ୍ଞାତପିତୃକ; ବହୁପିତୃକ — ୧. Illegitimate; bastered; of unknown parentage; one whose father can not be fixed upon; born of a whore.
- ୨. ଦୁଷ୍ଟ; ଖେଚେଡ଼ା; ଖବିସା — ୨. Wicked; wanton.
- ୩. ଚତୁର; ଧୂର୍ତ୍ତ; ଛଳପୂର୍ଣ୍ଣ — ୩. Cunning; artful.
- ୪. ଛତିଶ ସଂଖ୍ୟା ବା ପରିମାଣଦ୍ୱାରା ପରିମିତ — ୪. Measured by a standard of ୩୬.