ଛତିଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଛତିରିଶ, ଛତିରିଶି, ଛତିଶି—ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍ତ୍ରିଂଶତ୍, ପ୍ର. ଛତ୍ତୀସା) ସମ୍ପାଦନା

ତିରିଶିରୁ ଅଧିକ ଛଅ ସଂଖ୍ୟା; ୩୬: —The number ୩୬.

ଦେଶଜ - ବିଶେଷଣ - ସମ୍ପାଦନା

୧. ୩୬: ସଂଖ୍ୟକ — ୧. Numbering thirty six.
୨. ୩୬:ର ପୂରଣ —୨. Thirtysixth.