ଛତିମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ମେଲା ଛତାକୁ ବୁଜିବା; ୨ ମେଲା ଛତାକୁ ଭୂଇଁରେ ପୋତି ତା ଛାଇରେ ବସିବା

[ଦ୍ରଷ୍ଟବ୍ୟ — ଯେପରି ଘୂଷୂରିଆ, ମଇଁଷିଆଳ ଓ ବାବାଜୀମାନେ କରନ୍ତି]