ଛତିବିତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ପ୍ରାଚୀନ) ସମ୍ପାଦନା

୧. ଛିନ୍ନଭିନ୍ନ; ବିନଷ୍ଟ — ୧. Shattered; ruined.

ଏହି କ୍ଷଣି ଦେଖିବ ମୋର କରାମତି କ୍ଷଣକେ ଦକ୍ଷଯାଗ ହେବ ଛତିବିତି କୃଷ୍ଣସିଂହ, ମହାଭାରତ ଶାନ୍ତି

୨. ଇତସ୍ତତଃ ବିକ୍ଷିପ୍ତ; ଚତୁର୍ଦ୍ଦିଗରେ ଖେଳାଇ ହୋଇଥିବା — ୨. Scattered all round; routed.