ଛତିଆ ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛତିଆ ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

(ବହୁକାଳ ଆବଦ୍ଧ ବା ଅବ୍ୟବହୃତ ପଦାର୍ଥ)— ଫିମ୍ପି ଯୁକ୍ତ ବସିବା; ମଳଯୁକ୍ତ ହେବା — To become rusted, mildewed or sordid.