ଛତିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ରାକ) ସମ୍ପାଦନା

୧. ବହୁକାଳ ଆବଦ୍ଧ ରହିଥିବା ପଦାର୍ଥ (ଶସ୍ୟାଦି) ଉପରେ ମାରିଯିବା ଧଳା ଫିମ୍ପି; କଳଙ୍କି —୧. Mould; smut; mildew; rust.
୨. ଜିହ୍ୱାମଳ; କ୍ଳେଦ —୨. The dirt or foul matter appearing on the tongue (of a sick, famishing or a sleeping person).
୩. ଦନ୍ତମଳ —୩. Foul coating on the teeth; tarter of the teeth.
୪. ରାଜା ଆଦିଙ୍କ ଗହଣରେ ଛତି ଧରି ଯିବା ଲୋକ — ୪. A carrier of umbrella in the retinue of a king or idol.

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଦର୍ପଣ କିଲ୍ଲାରେ କପିଳାସ ରୋଡ଼୍ ଷ୍ଟେସନ୍ ନିକଟରେ ଥିବା ଗୋଟିଏ ଗ୍ରାମ —A village in the estate of Darpaṇ (in Orissa).

[ ଦ୍ର—ଏହିଠାରେ ଗୋଟିଏ ଅତି ପୁରାତନ ବଟଗଛ ମୂଳରେ ନିରାକାର ଉପାସକ ସାଧୂମାନଙ୍କର ସମାଧି ଓ ଭୋଜନାଳୟ ଅଛି ଏହା ଜଗନ୍ନାଥ ସଡ଼କ ଉପରେ ଅବସ୍ଥିତ ]

ଦେଶଜ - ବିଶେଷଣ - ସମ୍ପାଦନା

୧. କ୍ନିନ୍ନ; ମଳଯୁକ୍ତ — ୧. Sordid; furred (e.g. tongue).
୨. କଳଙ୍କି ଲାଗିଥିବା —୨. Soiled; rusted.
୩. ଗମୁଆ; ଗମରା; ଫିମ୍ପି ମାରି ଯାଇଥିବା — ୩. Mildewed.