ଛତା ମେଲାଇବା
ଛତା ମେଲାଇବା
ଉଚ୍ଚାରଣ
ସମ୍ପାଦନାଛତା ମେଲିବା, ଛତା ମେଲାଇବା—ଅନ୍ୟରୂପ
ଦେଶଜ - କ୍ରି.
ସମ୍ପାଦନା- ୧. ଛତା ପରି ଆଗ ଝାମ୍ପୁଲା ହେବା; ଛତ୍ରାକାର ହେବା; ଛତରେଇବା — ୧. To spread out like an umbrella.
(ଯଥା—ବରଗଛଟା ଖୂବ୍ ଛତା ମେଲାଇ ବଢୁଛି)
- ୨. ଛତା ଖୋଲିବା (ଦେଖ) - ୨. Chhatā kholibā (See)