ଛତା ଢାଙ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ମେଘ) (ମନୁଷ୍ୟ ମୁଣ୍ଡକୁ ଘେରି କରି ଛତା ଢାଙ୍କିଲା ପରି) ଚତୁର୍ଦ୍ଦିଗରେ ଘୋଟିବା — (the cloud) To spread above on all sides; to overspread (like an umbrella).

(ଯଥା—ଆଜି ସକାଳୁ ମେଘ ଛତା ଢାଙ୍କିଛି)