ଛତାନି ପୁରୁଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସପ୍ତ+ପୁରୁଷ) ସମ୍ପାଦନା

କୌଣସି ବ୍ୟକ୍ତିର ବଂଶର ଏକାଧିକ୍ରମେ ୭ ପୁରୁଷ ବା ବଂଶଧର — Seven generations in the family of a person.

(ଯଥା—ସେ ମୋତେ ଛତାନି ପୁରୁଷ ଲଗେଇ ଶୋଧିଲା; ବଙ୍ଗାଳୀ - ସେ ଆମାୟ ସାତ୍ ପୁରୁଷ୍ ତୁଲେ ଗାଲାଗାଲ୍ ଦିଲେ)