ଛତାକାଠି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛତାକାଢ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର+କାଷ୍ଠ) ସମ୍ପାଦନା

କନା ଛତାକୁ ଟାଣି ମେଲାଇ ରଖିବା ପାଇଁ ବ୍ୟବହୃତ ଲୌହଶଳାକା —The iron rods used to sustain the framework of an umbrella.