ଛତରେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—୧ (ସଂସ୍କୃତ - 'ଛତ୍ର'ର ନାମଧାତୁ 'ଛତ୍ରାୟତେ') ସଂସ୍କୃତ - ଛତ୍ରାକାର) ସମ୍ପାଦନା

୧. (ଅକର୍ମକ) ଛତ୍ରାକାରରେ ବିସ୍ତୃତ ହେବା —୧. (intransitive) To spread out like an umbrella.

(ଯଥା—ଏ ବରଗଛଟା ଖୁବ୍ ଛତରେଇଛି)

୨. (ସଂସ୍କୃତ - କ୍ଷିପ୍ତକରଣ; ପ୍ରା. ଛିତ୍ତରଣା) (ସକର୍ମକ)— ଖେଳାଇ ଦେବା; ବସ୍ତୃତ କରିବା — ୨. (transitive) To spread out.

(ଯଥା—ଏ ଓଦା ଧାନଗଦାକୁ ଛତରେଇ ଦେଲେ ଚଞ୍ଚଳ ଶୁଖି ଯିବା)

୩. (ଅକର୍ମକ) ବୃତ୍ତାକାର ଅଧିକ ସ୍ଥାନ ଅଧିକାର କରିବା ବା ବ୍ୟାପିବା —୩. (intransitive) To occupy or spread over a wide and circular place.

(ଯଥା—ନଈବଢ଼ି ପରେ ଏ ବର୍ଷ ପାଣି କିଲଟରୀ କଚେରି ପାଖେ ଛତରେଇଛି)