ଛତରଛାଉଳ
ଛତରଛାଉଳ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛତରଚାଉଳ, ଛତରଛାଉଳିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷିପ୍ତ; ସଂସ୍କୃତ - ଛିନ୍ନବିଚ୍ଛିନ୍ନ)
ସମ୍ପାଦନା- ୧. ସମୂଳେ ବିନାଶ — ୧. Annihilation; ruin.
- ୨. ଛତ୍ରଭଙ୍ଗ —୨. Being scattered on all sides.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଇତସ୍ତତଃ ବିକ୍ଷିପ୍ତ; ଛିନ୍ନଭିନ୍ନ — ୧. Scattered on all sides.
- ୨. ବିଧ୍ୱସ୍ତ; ଛାରଖାର — ୨. Ruined; laid waste.
- ୩. ଚୂର୍ଣ୍ଣବିଚୂର୍ଣ୍ଣ —୩. Reduced to powder; reduced to small pieces.
- ୪. ଯାହା ବହୁ ଉଚ୍ଚରୁ ପଡ଼ି ଛିନ୍ନଭିନ୍ନ ହୋଇ ଖଣ୍ଡ ଖଣ୍ଡ ହୋଇ ବିଞ୍ଚି ହୋଇଯାଏ —୪. Strewn in fragments or many picces, having fallen from a great height.
(ଯଥା—କଖାରୁଟା ଚାଳଉପରୁ ଖସି ପଡ଼ି ଅଗଣାରେ ଛତର— ଛାଉଳ ହୋଇଗଲା)