ଛତରଖିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛତରଖାଈ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ସତ୍ର+ଖାଦକ) ସମ୍ପାଦନା

୧. ଯେ ଅନ୍ନସତ୍ରରେ ରନ୍ଧା ଭାତ ଖାଏ — ୧. Talking food cooking in a public kitchen.
୨. ଯାହାର ଜାତିବାରଣ ନାହିଁ — ୨. Observing no caste-distinction.
୩. ବାରବୁଲା —୩. Wandering; vagabond.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଓଡ଼ିଶାରେ ନଅଙ୍କ (୧୮୬୬: ସାଲ୍) ଦୁର୍ଭିକ୍ଷରେ ସରକାର ଖୋଲିଥିବା ଅନ୍ନସତ୍ରରେ ଭାତ ଖାଇ ଯେଉଁ ହିନ୍ଦୁମାନେ ସମାଜଭ୍ରଷ୍ଟ ହୋଇଥିଲେ — ୧. Those who lost their caste by eating rice in the public kitchens opened by the Government during the great famine of ୧୮୬୬ A. D. in Orissa.

[ଦ୍ରଷ୍ଟବ୍ୟ —ନଅଙ୍କ ଦୁର୍ଭିକ୍ଷରେ ଏହି ନରନାରୀମାନଙ୍କୁ ଏମାନଙ୍କ ସମାଜ ଗ୍ରହଣ ନ କରିବାରୁ ଅଗତ୍ୟା ଜାତିବିଚାର ନ କରି ଛତରଖିଆ ସଙ୍ଗେ ଛତରଖାଈମାନେ ଗାନ୍ଧର୍ବ ବିବାହ କଲେ ଓ ଏହିପରି ଗୋଟିଏ 'ବାରଜାତିଆ' ସମାଜର ସୃଷ୍ଟି ହେଲା ଏମାନଙ୍କ ବଂଶଧରମାନଙ୍କ ମଧ୍ୟରେ ବିବାହଦ୍ୱାରା ଆଦାନ ପ୍ରାଦାନ ଛଳୁଅଛି ଅନେକ ସ୍ତ୍ରୀଲୋକ ନୀଚସମାଜରେ ବେଶ୍ୟାବୃତ୍ତି କଲେ ଓ ଅନ୍ୟ କେତେକ ଛତରଖିଆଙ୍କୁ ପାଦ୍ରୀମାନେ ନୂଆ ଗ୍ରାମମାନ ବସାଇ ଖ୍ରୀଷ୍ଟାନ୍ କରାଇ ଓଡ଼ିଶାରେ ଖ୍ରୀଷ୍ଟିଆନ୍ ସମାଜ ପ୍ରତିଷ୍ଠା କଲେ; କ୍ରମଶଃ ଛତରଖିଆମାନେ ହିନ୍ଦୁସମାଜରେ ଆପଣାକୁ ରଜପୁତ୍, ଛତ୍ରୀ ଆଦିରୂପେ ପରିଚୟ ଦେଉଅଛନ୍ତି]

୨. ନଅଙ୍କରେ ଛତରରେ ଅନ୍ନ ଖାଇଥିବା ବ୍ୟକ୍ତିମାନଙ୍କର ବଂଶଧର —୨. The discendants of the person who were excluded from the Hindu society for having taken cooked rice in public Government kitchens during the great famine of Orissa (୧୮୬୬).
୩. ବାରବୁଲା; ଯାହାର ଜାତିପତି କିଛି ନାହିଁ ଓ ଯେ ଯେଉଁଠାରେ ଇଚ୍ଛା ସେଠାରେ ଖାଏ — ୩. A homeless vagrant observing no caste- distinction, taking food everywhere and belonging to no caste or society.
୪. ମାଗିଖିଆ ବ୍ୟକ୍ତି —୪. A wandering begger.