ଛତ
ଛତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ୍, ସଂସ୍କୃତ - ଛତ୍ରୃ; ପ୍ରା. ଛତ୍ତ)
ସମ୍ପାଦନାକୋଠା ଉପରେ ଆବରଣ — Roof of a building.
ଗ୍ରାମ୍ୟ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ -
ସମ୍ପାଦନାକ୍ଷତ —wound.
ଅଶ୍ଳେଷ ଚୁମ୍ୱନ କରି, ନହଦନ୍ତ ଛତ ସାରି ରଚି ଜୟ କରି ଶାନ୍ତି ପ୍ରବୋଧ ବାଣୀ ପ୍ରାଚୀ. ରସବାରିଧି