ଛଣିଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଣିନ୍ଦା—ଅନ୍ୟରୂପ)

ପ୍ରାଦେଶିକ - ବିଶେଷଣ - (କଟକ) ସମ୍ପାଦନା

ନିର୍ଭୟ ଓ ଆଡ଼ମ୍ୱରଯୁକ୍ତ — Fearless and pompous.

(ଯଥା—ସେ ଭାରି ଛଣିଦା ହୋଇ ଏଠାକୁ ଆସିଥିଲେ ଯେ ତାକୁ କେହି ପଚାରିଲା ନାହିଁ)