ଛଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଶଣ) ସମ୍ପାଦନା

ଛଣପଟରେ ନିର୍ମିତ — Hempen.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଯହିଁରେ ଚାହା ଛଣାଯାଏ — ୧. A straining pot; strainer.
୨. ଛଣପଟର ଦଉଡ଼ି ବା ସୁତୁଲି — ୨. Hempen rope or twist.
୩. ଛଣପଟ ସୁତୁଲିରେ ବୁଣା ହୋଇଥିବା ଟଙ୍କା ରଖିବାର ଥଳି ବହା ତୋଡ଼ା ବା ମୁଣି —୩. A net purse or bag made of San-hemp.
୪. ଛଣପଟ —୪. San-hemp.

ବଜଳ ଛଣିଠାରୁ ପାଟ ଲୁଗାଯାଏ ଯାହା ମିଳଇ ତାହା ପିନ୍ଧଇ ମୁଁ ବାୟେ କୃଷ୍ଣସିଂହ. ମହାଭାରତ. ଶାନ୍ତି