ଛଣା ସୁଧା
ଖାଣ୍ଟି ଅମୃତ; ବିଶୁଦ୍ଧ ଅମୃତ — Pure nectar; filtered nectar.
ଛଣା ସୁଧା ସରପଣାରୁ ମଧୁର ଲାଗୁଥିଲା ଶ୍ୟାମପ୍ରୀତି—କବିସୂର୍ଯ୍ୟ, ସଙ୍ଗୀତ