ଛଣା
ଛଣା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଛାଣିବା —୧. Passing through a sieve; sifting; straining.
- ୨. ଯେଉଁ ଯନ୍ତ୍ର ବା କନାଦ୍ୱାରା ଚାହା ଆଦି ଛଣା ଯାଏ — ୨. Straining pot or cloth.
(ଯଥା—ଚାଆଛଣା, ଭାଙ୍ଗଛଣା)
- ୩. ଜାଲର କ୍ଷେପ — ୩. Throw of a net.
(ଯଥା—ସେ ଏକା ଛଣାକେ ଚାରିଟା ବଡ଼ ମାଛ ଧରିଛି)
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଛଣା ହୋଇଥିବା; ଚାଲୁଣୀ ବା ଜାଲ ବା ଲୁଗାର ସୂକ୍ଷ ଛିଦ୍ରବାଟେ ଢଳାଯାଇ ଖଦଡ଼ା ବା ବଡ଼ ଅଂଶମାନ ବାହାର କରାଯାଇଥିବା —୧. Strained; passed through a sieve; sifted; filtered.
- ୨. ବିମଳ; ପରିଷ୍କୃତ —୨. Cleansed (liquid).
ଛଣା ସୁଧା ପରି ଦିଶେ—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଛ ଗୀତ
- ୩. ଯେଉଁ ଘନ ପଦାର୍ଥ (ଯଥା—ଭାତ) ପାଣି (ଯଥା—ପେଜ) ମଧ୍ୟରୁ ଛଣା ହୋଇଥିବା —୩. (any solid e.g. rice) Got after straining the liquid (e. g. rice-gruel) in which it was immersed or mixed.