ଛଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର; ସରଳ) ସମ୍ପାଦନା

୧. ସରୁ ଲମ୍ୱ ଯଷ୍ଟି — ୧. Long and slender stick; rod.
୨. ହାତରେ ଧରା ହେବା ସରୁ ବାଡ଼ି — ୨. Walking stick.
୩. ବେହେଲା ବଜାଇବା କାଠି — ୩. The bow of a violin
୪. ଶୋଭାଯାତ୍ରାଦିରେ ମହନ୍ତ ଓ ରାଜାମାନଙ୍କ ଗହଣରେ ନିଆଯିବା ଚିତ୍ରିତ ଓ ଖଚିତ ଠେଙ୍ଗା; ଆଶାବାଡ଼ି — ୪. A thick ornamented stick borne as an insignia with kings and big people in processions.
୫. ଝରକାଆଦିରେ ଲାଗିବା ଧାତୁର ଯଷ୍ଟି — ୫. Metal rod or railing.
୬. ମୁଷଲମାନ୍ମାନେ ପୀରଙ୍କ ଆସ୍ଥାନରେ ଚଢ଼ାଇବା ପତାକା; ଝଣ୍ଡୀ —୬. A flag presented by Mahomedans to be flown over the shrine of a saint.
୭. (ଦରଜୀଙ୍କ ଭାଷା) ଜାମାଆଦିର ଠିଆ ବାଗରେ ସିଲାଇ କରାଯାଇଥିବା ଲମ୍ୱ ଓ ସରୁ ବସ୍ତ୍ର ଖଣ୍ଡ — ୭. (tailors' phraseology) A long and strip of cloth sewn to a coat in an erect position.

[ଦ୍ରଷ୍ଟବ୍ୟ —ଯେଉଁ ସରୁଆ ବସ୍ତ୍ର ଖଣ୍ଡ କୁରୁତାଆଦିରେ ଆଡ଼ବାଗରେ ଦିଆଯାଏ ତାକୁ ପଟି ବୋଲାଯାଏ]

୭. ଆଡ଼ମ୍ୱର (ଗୋପୀନାଥ ନନ୍ଦ) — ୭. Ado; splendour; display.