ଛଡ଼ି
ଛଡ଼ି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର; ସରଳ)
ସମ୍ପାଦନା- ୧. ସରୁ ଲମ୍ୱ ଯଷ୍ଟି — ୧. Long and slender stick; rod.
- ୨. ହାତରେ ଧରା ହେବା ସରୁ ବାଡ଼ି — ୨. Walking stick.
- ୩. ବେହେଲା ବଜାଇବା କାଠି — ୩. The bow of a violin
- ୪. ଶୋଭାଯାତ୍ରାଦିରେ ମହନ୍ତ ଓ ରାଜାମାନଙ୍କ ଗହଣରେ ନିଆଯିବା ଚିତ୍ରିତ ଓ ଖଚିତ ଠେଙ୍ଗା; ଆଶାବାଡ଼ି — ୪. A thick ornamented stick borne as an insignia with kings and big people in processions.
- ୫. ଝରକାଆଦିରେ ଲାଗିବା ଧାତୁର ଯଷ୍ଟି — ୫. Metal rod or railing.
- ୬. ମୁଷଲମାନ୍ମାନେ ପୀରଙ୍କ ଆସ୍ଥାନରେ ଚଢ଼ାଇବା ପତାକା; ଝଣ୍ଡୀ —୬. A flag presented by Mahomedans to be flown over the shrine of a saint.
- ୭. (ଦରଜୀଙ୍କ ଭାଷା) ଜାମାଆଦିର ଠିଆ ବାଗରେ ସିଲାଇ କରାଯାଇଥିବା ଲମ୍ୱ ଓ ସରୁ ବସ୍ତ୍ର ଖଣ୍ଡ — ୭. (tailors' phraseology) A long and strip of cloth sewn to a coat in an erect position.
[ଦ୍ରଷ୍ଟବ୍ୟ —ଯେଉଁ ସରୁଆ ବସ୍ତ୍ର ଖଣ୍ଡ କୁରୁତାଆଦିରେ ଆଡ଼ବାଗରେ ଦିଆଯାଏ ତାକୁ ପଟି ବୋଲାଯାଏ]
- ୭. ଆଡ଼ମ୍ୱର (ଗୋପୀନାଥ ନନ୍ଦ) — ୭. Ado; splendour; display.