ଛଡ଼ାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଛୋରଣ; ଛେଦନ) ସମ୍ପାଦନା

୧. ଛାଡ଼ିବା, ତ୍ୟାଗ କରିବା —୧. Forsaking; the act of giving up.
୨. ଅନ୍ତର; ବ୍ୟବଧାନ —୨. Interval.


୩. ବିଚ୍ଛେଦ —୩. Separation.
୪. ଅବକାଶ; ଫୁରସେତ୍ —୪. Leisure; respect.
୫. ମୁକ୍ତି —୫. Relief; release.