ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଛଡ଼ାଣ
ଭାଷା
ଦେଖିବେ
ସମ୍ପାଦନା
ଛଡ଼ାଣ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଛୋରଣ; ଛେଦନ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chhaṟḍ̠āṇa
ଆଇ.ପି.ଏ.
— tʃʰˈʌr.anˌɔ
ଅନୁବାଦ
ସମ୍ପାଦନା
ଛଡ଼ାଣ
ବଙ୍ଗାଳୀ:
ছাড়া
ହିନ୍ଦୀ:
छुट
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଛୋରଣ; ଛେଦନ)
ସମ୍ପାଦନା
୧. ଛାଡ଼ିବା, ତ୍ୟାଗ କରିବା —୧. Forsaking; the act of giving up.
୨. ଅନ୍ତର; ବ୍ୟବଧାନ —୨. Interval.
୩. ବିଚ୍ଛେଦ —୩. Separation.
୪. ଅବକାଶ; ଫୁରସେତ୍ —୪. Leisure; respect.
୫. ମୁକ୍ତି —୫. Relief; release.