ଛଡ଼ାଛଡି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. କୈଣସି ବ୍ୟକ୍ତିଠାରୁ କୈଣସି ପଦାର୍ଥ ଟାଣି ଝିଙ୍କି ବଳପୂର୍ବକ ନେବାକୁ ଚେଷ୍ଟା କରିବା —୧. To try to snatch away a thing from a person.
୨. କଳି କରୁଥିବା ଦୁଇ ବା ତତୋଽଧିକ ବ୍ୟକ୍ତିଙ୍କୁ ପୃଥକ୍ କରିବା —୨. To separate two persons scuffling or quarrelling with each other.