ଛଡ଼ାଛଡ଼ି ହେବା
ଛଡ଼ାଛଡ଼ି ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଡ଼ାଛଡ଼ି ହେବା
|
ଦେଶଜ - କ୍ରି.
ସମ୍ପାଦନା- ୧. ପରସ୍ପରରେ କୌଣସି ଜିନିଷକୁ କାଢ଼ି ନେବା —୧. To mutually snatch away a thing from each other.
- ୨. ପରସ୍ପରଠାରୁ ପୃଥକ୍ ହେବା —୨. To be separated from each other.
- ୩. (ଖାଦ୍ୟପଦାର୍ଥ) ଅପର୍ଯ୍ୟାସ୍ତ ଭାବରେ ବଣ୍ଟା ଯାଉଥିବା — ୩. (a food) To be indiscriminatly distributed.