ଛଡ଼ାଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ଛାଡ଼ିବା କ୍ରିୟାର କର୍ମବାଚ୍ୟ ରୂପ) ସମ୍ପାଦନା

୧. ସମସ୍ତଙ୍କଠାରୁ ପୃଥକ୍ ହେବା — ୧. To be separated from others.

ଛଡ଼ାଇ ହୋଇ ସେ ବ୍ରହ୍ମ ରହିଛି ନିରୋଳେ ପ୍ରାଚୀ. ବ୍ରହ୍ମନିରୂପଣଗୀତା


୨. ଲେପନ ଦ୍ରବ୍ୟାଦି ନିଜର ଶରୀରରୁ ଛଡ଼ାଇବା — ୨. To clear off paste etc smeared on ones own body.
୩. ଚୋପା ଆଦି ଫଳ ଆଦିରୁ ପୃଥକ୍କୃତ ହେବା — ୩. To be capable of being pulled off.

(ଯଥା—କଞ୍ଚା କଦଳୀ ଛଡ଼ାଇ ହେଲା ନାହିଁ ଦେହରେ ହଳଦୀ ଶୁଖି ନ ଥିବା ଯୋଗୁଁ ଛଡ଼ାଇ ହେଲା ନାହିଁ)