ଛଡ଼ାଇ ହେବା
ଛଡ଼ାଇ ହେବା
ଉଚ୍ଚାରଣ
ସମ୍ପାଦନାଦେଶଜ - କ୍ରି. (ଛାଡ଼ିବା କ୍ରିୟାର କର୍ମବାଚ୍ୟ ରୂପ)
ସମ୍ପାଦନା- ୧. ସମସ୍ତଙ୍କଠାରୁ ପୃଥକ୍ ହେବା — ୧. To be separated from others.
ଛଡ଼ାଇ ହୋଇ ସେ ବ୍ରହ୍ମ ରହିଛି ନିରୋଳେ ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୨. ଲେପନ ଦ୍ରବ୍ୟାଦି ନିଜର ଶରୀରରୁ ଛଡ଼ାଇବା — ୨. To clear off paste etc smeared on ones own body.
- ୩. ଚୋପା ଆଦି ଫଳ ଆଦିରୁ ପୃଥକ୍କୃତ ହେବା — ୩. To be capable of being pulled off.
(ଯଥା—କଞ୍ଚା କଦଳୀ ଛଡ଼ାଇ ହେଲା ନାହିଁ ଦେହରେ ହଳଦୀ ଶୁଖି ନ ଥିବା ଯୋଗୁଁ ଛଡ଼ାଇ ହେଲା ନାହିଁ)