ଛଡ଼ାଇ ନେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବଳପୂର୍ବକ କୌଣସି ବ୍ୟକ୍ତିଠାରୁ କୌଣସି ପଦାର୍ଥକୁ ଅନ୍ତର କରିବା ବା ନେଇଯିବା; କାଢ଼ି ନେବା — ୧. To snatch away; to take away.

ମୟୁରବର୍ଣ୍ଣ ପରି ବହୁ ଘୋଡ଼ା ଥିଲେ ତାହା ମଧ୍ୟ ପାର୍ଥ ଛଡ଼ାଇ ଘେନି ଗଲେ କୃଷ୍ଣସିଂହ. ମହାଭାରତ. ସଭା

୨. ବନ୍ଧୁକରୁ କୌଣସି ବସ୍ତୁକୁ ମୁକୁଳାଇବା — ୨. To free a thing from encombrance or pledge.
୩. କୌଣସି ବ୍ୟକ୍ତିକୁ ବନ୍ଧକ ବା ଚାକିରିରୁ ମୁକ୍ତ କରାଇ ସାଙ୍ଗରେ ଆଣିବା —୩. To bring back a person after causing him to give up service or to be liberated.