ଛଡ଼ାଇ ନେବା
ଛଡ଼ାଇ ନେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଡ଼ାଇ ନେବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ବଳପୂର୍ବକ କୌଣସି ବ୍ୟକ୍ତିଠାରୁ କୌଣସି ପଦାର୍ଥକୁ ଅନ୍ତର କରିବା ବା ନେଇଯିବା; କାଢ଼ି ନେବା — ୧. To snatch away; to take away.
ମୟୁରବର୍ଣ୍ଣ ପରି ବହୁ ଘୋଡ଼ା ଥିଲେ ତାହା ମଧ୍ୟ ପାର୍ଥ ଛଡ଼ାଇ ଘେନି ଗଲେ କୃଷ୍ଣସିଂହ. ମହାଭାରତ. ସଭା
- ୨. ବନ୍ଧୁକରୁ କୌଣସି ବସ୍ତୁକୁ ମୁକୁଳାଇବା — ୨. To free a thing from encombrance or pledge.
- ୩. କୌଣସି ବ୍ୟକ୍ତିକୁ ବନ୍ଧକ ବା ଚାକିରିରୁ ମୁକ୍ତ କରାଇ ସାଙ୍ଗରେ ଆଣିବା —୩. To bring back a person after causing him to give up service or to be liberated.