ଛଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଷଟ୍)—(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ଛଡ଼ରସ; ଛଡ଼କାନ)— ସମ୍ପାଦନା

୬. ସଂଖ୍ୟକ — Six in number.

ଛଡ଼ ତ୍ରିତତ୍ତ୍ୱ ବେନିକ୍ଷରେ ଯଶୋବନ୍ତ. ପ୍ରେମରକ୍ତି ବ୍ରହ୍ମଗୀତା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସରଳ; କିମ୍ୱା ଶର) ସମ୍ପାଦନା

୧. ଧାତୁ ବା କାଷ୍ଠ ଆଦିର ଛ଼ଡ଼ି; ଯଷ୍ଟି —୧. Stick; staff.
୨. ସଳଖ ଯଷ୍ଟିବତ୍ ବସ୍ତୁ — ୨. Long and straight shoots.
୩. ବେହେଲା ବଜାଇବାର କାଠି — ୩. The bow of a violin.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ଛାଲ —Hide.