ଛଟିକା କନା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ନୂଆ ହାଣ୍ଡି ଗଢ଼ିବା ବେଳେ କୁମ୍ଭାରମାନେ ଯେଉଁ ଓଦା କନା କଞ୍ଚା ହାଣ୍ଡିରେ ପାଣି ଛାଟନ୍ତି —A piece of wet fag with which potters sprinkle water on wet earthen pots while preparing them.