ଛଟାଫଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଛଟା=ସରଳରେଖା+ଫଳ) ସମ୍ପାଦନା

୧. ଗୁବାକ; ଗୁଆ — ୧. Betel-nut; areca-nut.
୨. ତାଳଗଛ (ହିନ୍ଦୀ - ଶବ୍ଦସାଗର) —୨. Palm tree.