ଛଟାଛଟି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ସଂସ୍କୃତ - କ୍ଷିପ୍ତ) ବାଡ଼ରେ ବା କାନ୍ଥରେ ମାଟି ଛାଟିବା ବା ଲେସିବା କର୍ମ —୧. Sprinkling or splashing with mud.
୨. ଭାଙ୍ଗିଯାଉଥିବା କାନ୍ଥରେ ମାଟି ଛାଟିବା କର୍ମ — ୨. Reparing of a mud wall.
୩. (ସଂସ୍କୃତ - ଛେଦନ) ଗଛର ଅଗମାନଙ୍କୁ ଛାଟିବା କର୍ମ — ୩. Pruning.