ଛଟାଛଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - କ୍ଷିପ୍ତ) ବାଡ଼ରେ ବା କାନ୍ଥରେ ମାଟି ଛାଟିବା ବା ଲେସିବା କର୍ମ —୧. Sprinkling or splashing with mud.
୨. ଭାଙ୍ଗିଯାଉଥିବା କାନ୍ଥରେ ମାଟି ଛାଟିବା କର୍ମ — ୨. Reparing of a mud wall.
୩. (ସଂସ୍କୃତ - ଛେଦନ) ଗଛର ଅଗମାନଙ୍କୁ ଛାଟିବା କର୍ମ — ୩. Pruning.