ଛଟାଗଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଛଟା ଗାଳିବା; ବେଲି କରିବା — Feigning.

ଦେଶଜ - ବିଶେଷଣ - ସମ୍ପାଦନା

ଯେ ବେଲିକରେ ବା ବାହାନା ଦେଖାଏ; ଯେ ଛଟା ଗାଳେ —(person) Feigning.