ଛଟାଇବା
ଛଟାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ଛଟେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଛାଟିବାର ଣିଜନ୍ତ ରୂପ — ୧. The causative form of Chhātibā (See)
- ୨. ଛାଟ ବା ସରୁ ଯଷ୍ଟିଦ୍ୱାରା ପ୍ରହାର କରିବା — ୨. To beat with a cane.
- ୩. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ବ୍ୟକ୍ତିକୁ ଛାଟ ମରାଇବା — ୩. To canse a person to be caned.