ଛଟାଇ
(ଛଟେଇ—ଅନ୍ୟରୂପ)
ଛଟା (ଦେଖ) - Chhaṭā (See)
ଛଟା ହୋଇଥିବା; କଟାଯାଇ— ଥିବା —Cropped with-scissors.
(ଯଥା—ସେ ଆଜିକାଲି ଧରଣର ଛଟାଇ ବାଳ ରଖିଛି)