ଛଟପଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କଲବଲ; କାଲୁବାଲୁ — ୧. Anxiety; trouble; restlessness.
୨. ଅସ୍ଥିରତା; ଅବକାଶହୀନତା — ୨. What of leisure.

ଶୋଇଲେ ଦେହ ଛଟପଟକୁ ଭଜଇ କୃଷ୍ଣସିଂହ. ମହାଭାରତ. ବନ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. କଲବଲ —୧. Anxious in thouble,
୨. ଅସ୍ଥିର —୨. Restless; moving about.
୩. ଅବକାଶହୀନ —୩. Having no leisure.