ଛଟପଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅସ୍ଥିରତା — Restlessness; agitation.

୧. ଅସ୍ଥିର; ଚଞ୍ଚଳ — ୧. Restless; perturbed.

ଅନୁବାଦ ସମ୍ପାଦନା

୨. ବେଦନା ଯୋଗୁଁ ଅସ୍ଥିର — ୨. Restless through pain.

କଲବଲ ଛଟପଟ ହୋଇ ଯାଇଛି ନିପଟ କବିସୂର୍ଯ୍ୟ,. କିଶୋରୀଚମ୍ପୂ. କ. ଗୀତ

୩. ଉନ୍ନିଦ୍ର —୩. Speechless.
୪. ଇତସ୍ତତଃ ଶରୀର ଚାଳନ — ୪. Moving the body from.
୫. କଲବଲ —୫. Restless through pain.
୬. ଜଞ୍ଜାଳ —୬. Troubles.

ଏଇ ପେଟ, ଏଇ ପେଟ ଲାଗି ଛଟପଟ—ଢ଼ଗ