ଛଟଛଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଅତ୍ୟନ୍ତ ଶାରୀରିକ କଷ୍ଟ ବା ଯନ୍ତ୍ରଣାରେ ଅଙ୍ଗ— ବିକ୍ଷେପ କରିବା; କଲବଲ —Restless or struggling through extreme agony.

ଛଟଛଟ ହେଲା ତୁମେ ରକ୍ତଭତ୍ସସ୍ରାବୀ ସାଳଙ୍କାର ହସ୍ତପାଦ, ସଶିରସ୍କ ଶିରଃ—ରାଧାନାଥ, ମହାଯାତ୍ରା