ଛଟକିନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛଟା) ସମ୍ପାଦନା

ଛଟକ ଦେଖାଉଥିବା; ଚତୁରୀ (ସ୍ତ୍ରୀ) —Coquette; a lady with graceful glance.

ଅଟକିବ ଜାଣିଥିଲି ଛଟକିନୀ ସଜନୀ ବୋଇଲା ହସି— ରାଧାନାଥ. ଉର୍ବଶୀ