ଛଞ୍ଚିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ସଞ୍ଚୟ) ସମ୍ପାଦନା

୧. ସଞ୍ଚୟ କରିବା; ଧନାଦି ଜମାଇବା — ୧. To hoard or store for future.

ଭୀମା ଆଈ ଜୀବନଯାକ ଛଞ୍ଚି ଛଞ୍ଚି ବେକରେ ଗୋଟାଏ ସୁନାମାଳି ଲଗାଇଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ

୨. (ସଂସ୍କୃତ - ଶୌଚ)—ଛଅଁଚିବା (ଦେଖ) - ୨. Chhaañchibā (See)