ଛଞ୍ଚା
ଛଞ୍ଚା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଛଞ୍ଚା
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଶୌଚ)—ମଳ ଶୌଚକରିବା; ଛଅଞ୍ଚିବା — ୧. Washing of the anus after easing.
- ୨. (ସଂସ୍କୃତ - ସଞ୍ଚ)—ଛାଞ୍ଚ (ଦେଖ) - ୨. Chhān̄cha (See)
- ୩. (ସଂସ୍କୃତ - ସଞ୍ଚୟ)—ସଞ୍ଚୟ — ୩. Hoarding; saving for future.
- ୪. କୃପଣତା —୪. Niggardliness.
- ୫. (ସଂସ୍କୃତ - ସଞ୍ଚ=ଲେଖିବାର କାଳି) ଦେହରେ ଅଳଙ୍କାରାଦିର ଚାପଜନିତ ଦାଗ —୫. Mark left on the body by pressure of ornaments.
ଅନୁବାଦ
ସମ୍ପାଦନାଗ୍ରାମ୍ୟ -
ସମ୍ପାଦନା- ୧. (ସଂସ୍କୃତ - ସତ୍) ସତ୍ୟବତ୍ତା — ୧. Truthfulness.
- ୨. ସତ୍ପଣ —୨. Honesty.
- ୩. ସତୀପଣ —୩. Chastity.
ଅନୁବାଦ
ସମ୍ପାଦନା- ୪. ଆଗନ୍ତୁକ ଭଦ୍ରଲୋକଙ୍କୁ ଦିଆଯିବା ରନ୍ଧା ହୋଇ ନ ଥିବା ଖାଦ୍ୟୋପକରଣ; ସିଧା; ସଞ୍ଚା — ୪. Victuals presented to a guest for cooking his food.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଓଳିଆ ବା ପୁଡ଼ୁଗ ବାନ୍ଧିବା ଦଉଡ଼ି — A string or rope for tying a rolled bundle of strand for storing grains.
(ଛଞ୍ଚୀ-ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସଞ୍ଚୟ)
ସମ୍ପାଦନା- ୧. କୃପଣ — ୧. Niggardly; close fisted.
- ୨. ଯେ ସବୁ ପଦାର୍ଥକୁ ଭବିଷ୍ୟତ୍ ପାଇଁ ସଞ୍ଚୟକରି ରଖେ — ୨. One who stores things for future use.
- ୩. ସଞ୍ଚିତ; ଗଚ୍ଛିତ —୩. Stored; hoarded.
ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ସତୀ)
ସମ୍ପାଦନାସତୀ —Chaste.