ଛଚିନ୍ଦ୍ର
ଛଚିନ୍ଦ୍ର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଛଛିନ୍ଦ୍ର—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଶଚୀନ୍ଦ୍ରା; ଇନ୍ଦ୍ରଙ୍କ ସଙ୍ଗେ ତୁଳନା) ସମ୍ପାଦନା
- ୧. ବିଦ୍ୟା ପଢ଼ିବା ବିଷୟରେ ମନୋଯୋଗୀ ବା ବାହାଦୂର —୧. Attentive to one's studies; diligent in one's studies.
ଛାଟକୁରେ ବାବୁ ଭୟ ନ କର ଛଚିନ୍ଦ୍ର ହୋଇ ବିଦ୍ୟା ପଢିବାର ହରିଦାସ. ଯଶୋଦାଙ୍କ ଭକ୍ତି ଗାତ
- ୨. ଉତ୍କୃଷ୍ଟ —୨. Excellent.
ଛଚିନ୍ଦ୍ର କଥା ଏ ଶ୍ରୀ ଭାଗବତ କ୍ଷମେ ହରିଦାସ ଗାଇଲେ ଗୀତ ହରିଦାସ. ଯଶୋଦାଙ୍କ ଭକ୍ତି ଗୀତା