ଛଚିନ୍ଦୀ
ଛଚିନ୍ଦୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଚିନ୍ଦୀ
|
(ଛଛିନ୍ଦା; ଛଚିନା; ଛଚିନ୍ଦ୍ରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଚିଣ୍ଡ)
ସମ୍ପାଦନାକୁଷ୍ମାଣ୍ଡାଦି ବର୍ଗର ଉଦ୍ୟାନଜାତ ଏକପ୍ରକାର ଲତାଜାତ ସର୍ପାକୃତି ଖାଦ୍ୟଫଳ —Snake gourd; Jricosonthes Anguina.
[ଦ୍ରଷ୍ଟବ୍ୟ —ଏହା ବାତପିତ୍ତନାଶକ, ବଳକାରକ ପଥ୍ୟ ଓ ରୁଚିପ୍ରଦ; ଏହା ଶୋଷ ରୋଗୀ ପକ୍ଷେ ହିତକର ଏହା ପଟୋଳ ଅପେକ୍ଷା ଅଳ୍ପ ଗୁଣଯୁକ୍ତା]