ଛଚିନ୍ଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛଛିନ୍ଦା; ଛଚିନା; ଛଚିନ୍ଦ୍ରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଚିଣ୍ଡ) ସମ୍ପାଦନା

କୁଷ୍ମାଣ୍ଡାଦି ବର୍ଗର ଉଦ୍ୟାନଜାତ ଏକପ୍ରକାର ଲତାଜାତ ସର୍ପାକୃତି ଖାଦ୍ୟଫଳ —Snake gourd; Jricosonthes Anguina.

[ଦ୍ରଷ୍ଟବ୍ୟ —ଏହା ବାତପିତ୍ତନାଶକ, ବଳକାରକ ପଥ୍ୟ ଓ ରୁଚିପ୍ରଦ; ଏହା ଶୋଷ ରୋଗୀ ପକ୍ଷେ ହିତକର ଏହା ପଟୋଳ ଅପେକ୍ଷା ଅଳ୍ପ ଗୁଣଯୁକ୍ତା]