ଛଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛଚେଇ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ସତ୍—ତୁ. ହିନ୍ଦୀ - ସଚ୍ଚା) ସମ୍ପାଦନା

୧. ସତ୍ସ୍ୱଭାବଯୁକ୍ତ — ୧. Honest.
୨. ସତୀ —୨. Chaste.
୩. ସତ୍ୟବାଦୀ —୩. Truthful.
୪. ବିଶ୍ୱାସୀ —୪. Faithful; trustworthly.
୫. ଉତ୍ତମ; ଉତ୍କୃଷ୍ଟ —୫. Excellent.
୬. ନିର୍ଦ୍ଦୋଷ —୬. Innocent.