ଛଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାଳନ) ସମ୍ପାଦନା

୧. ଛାଙ୍କିବା; ଛଣିବା — ୧. Straining; sifting (through a sieve.)
୨. ଘିଅରେ ପୁରି ଆଦି ଛାଣିବା —୨. Frying in a large quantity of ghee.

ଦେଶଜ - ବିଶେଷଣ - ସମ୍ପାଦନା

୧. ଛଣା ହୋଇଥିବା —୧. Sifted.
୨. ନିର୍ମଳ —୨. Cleansed.
୩. ବିଶୁଦ୍ଧ —୩. Purified.
୪. ଘିଅରେ ବା ତେଲରେ ଛଣା ହୋଇଥିବା — ୪. Fried in ghee or oil.
୫. ବଛା ହୋଇଥିବା —୫. Selected.