ଛଗଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଗଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଛୋ ଧାତୁ=ଛେଦନ କରିବା+କର୍ମ. କଳ; ନିପାତନ) ସମ୍ପାଦନା

୧. ଛାଗ; ଛେଳି —୧. He goat.
୨. ଅତ୍ରିମୁନି —୨. Sage Atri.
୩. ଏକପ୍ରକାର ନୀଳବର୍ଣ୍ଣ ବସ୍ତ୍ର — ୩. A sort of blue cloth.