ଛଗପାଳକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଗରକ୍ଷକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଛେଳି ରଖୁଆଳ; ଛେଳି ଜଗୁଆଳି — ୧. Goat-herd.
୨. ଛେଳି ପୋଷିବା ଯାହାର ଜୀବିକା — ୨. One who brings up goats for a living.