ଛକ୍କା ବସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ତାସ୍ ଖେଳରେ ପିଠିଏ ତାସ ସୁଦ୍ଧା ଜିଣି ନ ଥିବା ପକ୍ଷ ବିରୁଦ୍ଧରେ ଖଣ୍ଡେ 'ଛକ୍କା' ତାସ୍ ରଖାଯିବା —The putting of a card against the party who does not win even one set of cards during a game of cards.

(ଯଥା— ଆଜି ତାର ଉପରେ ତିନି ଥର ଛକ୍କା ବସିଲା)