ଛକୋଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛକୋଣିଆଁ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍+କୋଣ) ସମ୍ପାଦନା

ଛଅକୋଣବିଶିଷ୍ଟ (କ୍ଷେତ୍ର) —Hexagonal (figure).

ଦେଶଜ - ବିଶେଷଣ - ସମ୍ପାଦନା

ଛଅକୋଣିଆବିଶିଷ୍ଟ କ୍ଷେତ୍ର — Hexagon.