ଛକିଛାକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଅତି ସତର୍କତା ସହିତ — ୧. Very cautiously.
୨. ଲୁକ୍କାୟିତ ଭାବରେ —୨. Stealthily.
୩. କୌଶଳକ୍ରମେ —୩. Cunningly.

[ଦ୍ରଷ୍ଟବ୍ୟ —ଛକିବା କ୍ରିୟା ସଙ୍ଗେ ଧ୍ୱନ୍ୟନୁକାରୀ କ୍ରିୟା ଯୁକ୍ତ ହୋଇ ଛକିଛାକିବା ଶବ୍ଦ ନିଷ୍ପନ୍ନ ହେଲା, କିନ୍ତୁ ଛକିଛାକିବା କ୍ରିୟାର ସମାପିକା ରୂପ ସ୍ୱତନ୍ତ୍ର ବ୍ୟବହାର ନ ଥାଇ ଅସମାପିକା ରୂପରେ କ୍ରି.ବିଶେଷଣ - ଅର୍ଥରେ 'ଛକିଛାକି' ବ୍ୟବହୃତ ହୁଏ, ତୁଳନା କର ପୋଛିପାଛି=ନିଃଶେଷ କରି ଦେଖିଦାଖି=ଉତ୍ତମରୂପେ ନିରୀକ୍ଷଣ— ପୂର୍ବକ]