ଦେଶଜ - ବିଶେଷ୍ୟ - (ଚତୁଷ୍କ; ଚତୁଷ୍ପଥ)
ସମ୍ପାଦନା
- ୧. ଚତୁଷ୍ପଥ — ୧. Meeting of cross road.
- ୨. ଦୁଇ ରେଖା ପରସ୍ପରକୁ କାଟିବାର ଚିହ୍ନ; ଯୁକ୍ତ ଚିହ୍ନ — ୨. Cross-mark.
- ୩. ପ୍ରବାହ ଚିହ୍ନ —୩. Marks of beating.
- ୪. ଆକ୍ରମଣ କରିବାପାଇଁ ଶିକାରକୁ ଜଗିବା — ୪. Ambush; lying in wait for prey.